Skip to main content

ଜିଲ୍ଲା ଅନୁଯାୟୀ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ଜନସଂଖ୍ୟା (ଜନଗଣନା ୨୦୧୧ ଅନୁଯାୟୀ)

ଗୃହ ଏବଂ ନଗର ଉନ୍ନୟନ ଭିତର ବ୍ୟାନର ବିଭାଗ |

ଜିଲ୍ଲା ଅନୁଯାୟୀ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ଜନସଂଖ୍ୟା (ଜନଗଣନା ୨୦୧୧ ଅନୁଯାୟୀ)

ଓଡ଼ିଶାର ମୋଟ ଜନସଂଖ୍ୟା (୨୦୧୧ ଜନଗଣନା ଅନୁସାରେ) - ୪,୧୯,୭୪,୨୧୮

୧୧୫ଟି ପୌରାଞ୍ଚଳ ନିକାୟ ସଂସ୍ଥା (U.L.Bs) ମୋଟ ଜନସଂଖ୍ୟା (୨୦୧୧ ଜନଗଣନା ଅନୁଯାୟୀ): ୬୧,୦୦,୦୦୪

ରାଜ୍ୟର ମୋଟ ପୌରାଞ୍ଚଳ ନିକାୟ ସଂସ୍ଥା (U.L.Bs): ୧. ମହାନଗର ନିଗମ (Municipal Corporation)
୨. ପୌରପାଳିକା (Municipality) ୪୮
୩. ବିଜ୍ଞାପିତ ଅଞ୍ଚଳ ପରିଷଦ (Notified Area Council) ୬୨
କ୍ରମିକ ସଂଖ୍ୟା ଜିଲ୍ଲା ପୌରପାଳିକା/ ଏନଏସି ଜନସଂଖ୍ୟା ମୋଟ ୱାର୍ଡ ସଂଖ୍ୟା
1 ଅନୁଗୁଳ ଅନୁଗୋଳ ପୌରପାଳିକା ୪୩,୭୯୫ ୨୩
2 ଅନୁଗୁଳ ଆଠମଲ୍ଲିକ ବି.ଅ.ପ. (NAC) ୧୨,୨୯୮ ୧୧
3 ଅନୁଗୁଳ ତାଳଚେର ପୌରପାଳିକା ୪୦,୮୪୧ ୨୧
4 ବଲାଙ୍ଗୀର ବଲାଙ୍ଗୀର ପୌରପାଳିକା ୯୮,୨୩୮ ୨୧
5 ବଲାଙ୍ଗୀର କାଣ୍ଟାବାଞ୍ଜି ବି.ଅ.ପ. (NAC) ୨୧,୮୧୯ ୧୬
6 ବଲାଙ୍ଗୀର ପାଟଣାଗଡ଼ ବି.ଅ.ପ. (NAC) ୨୧,୦୨୪ ୧୫
7 ବଲାଙ୍ଗୀର ତୁଷୁରା ବି.ଅ.ପ. (NAC) ୧୦,୬୩୮ ୧୧
8 ବଲାଙ୍ଗୀର ଟିଟିଲାଗଡ଼ ପୌରପାଳିକା ୩୧,୨୫୮ ୧୫
9 ବାଲେଶ୍ୱର ବାଲେଶ୍ୱର ପୌରପାଳିକା ୧,୧୮,୧୬୨ ୩୧
10 ବାଲେଶ୍ୱର ଜଳେଶ୍ୱର ପୌରପାଳିକା ୨୫,୭୪୭ ୧୭
11 ବାଲେଶ୍ୱର ନୀଳଗିରି ବି.ଅ.ପ. (NAC) ୧୭,୨୬୪ ୧୩
12 ବାଲେଶ୍ୱର ସୋର ପୌରପାଳିକା ୩୨,୫୩୧ ୧୯
13 ବାଲେଶ୍ୱର ରେମୁଣା ବି.ଅ.ପ. (NAC) ୩୩,୩୭୮ ୧୩
14 ବରଗଡ ବରଗଡ଼ ପୌରପାଳିକା ୮୦,୬୨୫ ୧୯
15 ବରଗଡ ପଦ୍ମପୁର ବି.ଅ.ପ. (NAC) ୧୭,୬୨୫ ୧୧
16 ବରଗଡ ବରପାଲି ବି.ଅ.ପ. (NAC) ୨୦,୮୫୦ ୧୧
17 ବରଗଡ ବିଜେପୁର ବି.ଅ.ପ. (NAC) ୧୧,୨୩୦ ୧୧
18 ବରଗଡ ଅତାବିରା ବି.ଅ.ପ. (NAC) ୧୭,୨୪୩ ୧୨
19 ଭଦ୍ରକ ଭଦ୍ରକ ପୌରପାଳିକା ୧,୦୭,୪୬୩ ୩୦
20 ଭଦ୍ରକ ବାସୁଦେବପୁର ପୌରପାଳିକା ୩୩,୬୮୦ ୨୩
21 ଭଦ୍ରକ ଚାନ୍ଦବାଲି ବି.ଅ.ପ. (NAC) ୨୦,୮୪୪ ୧୫
22 ଭଦ୍ରକ ଧାମନଗର ବି.ଅ.ପ. (NAC) ୨୨,୯୨୦ ୧୧
23 ବୌଦ୍ଧ ବୌଦ୍ଧଗଡ଼ ବି.ଅ.ପ. (NAC) ୨୦,୪୨୪ ୧୭
24 କଟକ ଆଠଗଡ଼ ବି.ଅ.ପ. (NAC) ୧୭,୩୦୪ ୧୮
25 କଟକ ବାଙ୍କୀ ବି.ଅ.ପ. (NAC) ୧୭,୫୨୧ ୧୭
26 କଟକ ଚୌଦ୍ୱାର ପୌରପାଳିକା ୪୨,୭୮୪ ୧୯
27 କଟକ କଟକ ମହାନଗର ନିଗମ ୬,୧୦,୧୮୯ ୫୯
28 ଦେବଗଡ ଦେବଗଡ଼ ପୌରପାଳିକା ୨୨,୩୯୦ ୧୧
29 ଢେଙ୍କାନାଳ ଭୁବନ ବି.ଅ.ପ. (NAC) ୨୨,୨୦୦ ୧୫
30 ଢେଙ୍କାନାଳ ଢେଙ୍କାନାଳ ପୌରପାଳିକା ୬୭,୪୧୪ ୨୩
31 ଢେଙ୍କାନାଳ କାମାକ୍ଷାନଗର ବି.ଅ.ପ. (NAC) ୧୬,୯୧୦ ୧୫
32 ଢେଙ୍କାନାଳ ହିନ୍ଦୋଳ ବି.ଅ.ପ. (NAC) ୧୭,୩୮୭ ୧୬
33 ଗଜପତି ପାରଳାଖେମୁଣ୍ଡି ପୌରପାଳିକା ୪୪,୪୮୯ ୧୬
34 ଗଜପତି କାଶୀନଗର ବି.ଅ.ପ. (NAC) ୯,୬୮୪ ୧୩
35 ଗଞ୍ଜାମ ଆସିକା ବି.ଅ.ପ. (NAC) ୨୧,୪୨୦ ୧୮
36 ଗଞ୍ଜାମ ବେଲଗୁଣ୍ଠା ବି.ଅ.ପ. (NAC) ୧୧,୨୯୭ ୧୩
37 ଗଞ୍ଜାମ ବ୍ରହ୍ମପୁର ମହାନଗର ନିଗମ ୩,୫୫,୮୨୩ ୪୨
38 ଗଞ୍ଜାମ ଭଞ୍ଜନଗର ବି.ଅ.ପ. (NAC) ୨୦,୪୮୨ ୧୫
39 ଗଞ୍ଜାମ ବୁଗୁଡ଼ା ବି.ଅ.ପ. (NAC) ୧୫,୧୭୮ ୧୩
40 ଗଞ୍ଜାମ ଛତ୍ରପୁର ବି.ଅ.ପ. (NAC) ୨୨,୦୨୭ ୧୪
41 ଗଞ୍ଜାମ ଚିକିଟି ବି.ଅ.ପ. (NAC) ୧୧,୮୪୫ ୧୨
42 ଗଞ୍ଜାମ ଦିଗପହଣ୍ଡି ବି.ଅ.ପ. (NAC) ୧୩,୧୯୦ ୧୧
43 ଗଞ୍ଜାମ ଗଞ୍ଜାମ ବି.ଅ.ପ. (NAC) ୧୧,୭୪୭ ୧୨
44 ଗଞ୍ଜାମ ଗୋପାଳପୁର ବି.ଅ.ପ. (NAC) ୭,୨୭୧ ୧୧
45 ଗଞ୍ଜାମ ହିଞ୍ଜିଳିକାଟୁ ପୌରପାଳିକା ୨୫,୧୨୯ ୨୧
46 ଗଞ୍ଜାମ କବିସୂର୍ଯ୍ୟନଗର ବି.ଅ.ପ. (NAC) ୧୭,୪୩୦ ୧୮
47 ଗଞ୍ଜାମ ଖଲ୍ଲିକୋଟ ବି.ଅ.ପ. (NAC) ୧୩,୩୨୨ ୧୨
48 ଗଞ୍ଜାମ କୋଦଳା ବି.ଅ.ପ. (NAC) ୧୩,୯୬୭ ୧୩
49 ଗଞ୍ଜାମ ପୋଲସରା ବି.ଅ.ପ. (NAC) ୨୩,୧୧୯ ୧୯
50 ଗଞ୍ଜାମ ପୁରୁଷୋତ୍ତମପୁର ବି.ଅ.ପ. (NAC) ୧୫,୩୬୬ ୧୪
51 ଗଞ୍ଜାମ ରମ୍ଭା ବି.ଅ.ପ. (NAC) ୧୨,୧୧୧ ୧୩
52 ଗଞ୍ଜାମ ସୋରଡ଼ା ବି.ଅ.ପ. (NAC) ୧୪,୮୬୨ ୧୧
53 ଜଗତସିଂହପୁର ଜଗତସିଂହପୁର ପୌରପାଳିକା ୩୩,୬୩୧ ୨୧
54 ଜଗତସିଂହପୁର ପାରାଦ୍ଵୀପ ପୌରପାଳିକା ୬୮,୫୮୫ ୧୯
55 ଯାଜପୁର ଯାଜପୁର ପୌରପାଳିକା ୩୭,୪୫୮ ୧୮
56 ଯାଜପୁର ବ୍ୟାସନଗର ପୌରପାଳିକା ୪୮,୯୧୧ ୨୬
57 ଝାରସୁଗୁଡା ବେଲପାହାଡ଼ ପୌରପାଳିକା ୩୮,୯୯୦ ୧୯
58 ଝାରସୁଗୁଡା ବ୍ରଜରାଜନଗର ପୌରପାଳିକା ୮୦,୪୦୩ ୨୩
59 ଝାରସୁଗୁଡା ଝାରସୁଗୁଡ଼ା ପୌରପାଳିକା ୯୭,୭୩୦ ୨୪
60 କଳାହାଣ୍ଡି ଭବାନୀପାଟଣା ପୌରପାଳିକା ୬୯,୦୪୫ ୨୦
61 କଳାହାଣ୍ଡି ଜୁନାଗଡ଼ ବି.ଅ.ପ. (NAC) ୧୯,୭୫୪ ୧୨
62 କଳାହାଣ୍ଡି ଧର୍ମଗଡ଼ ବି.ଅ.ପ. (NAC) ୧୬,୬୩୭ ୧୪
63 କଳାହାଣ୍ଡି କେସିଙ୍ଗା ବି.ଅ.ପ. (NAC) ୧୯,୨୩୯ ୧୨
64 କନ୍ଧମାଳ ଘୁ. ଉଦୟଗିରି ବି.ଅ.ପ. (NAC) ୧୧,୩୦୯ ୧୩
65 କନ୍ଧମାଳ ଫୁଲବାଣୀ ପୌରପାଳିକା ୩୭,୩୭୧ ୧୩
66 କନ୍ଧମାଳ ବାଲିଗୁଡ଼ା ବି.ଅ.ପ. (NAC) ୧୬,୮୮୪ ୧୩
67 କେନ୍ଦ୍ରାପଡା କେନ୍ଦ୍ରାପଡ଼ା ପୌରପାଳିକା ୪୭,୦୦୪ ୨୧
68 କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୌରପାଳିକା ୩୬,୫୨୮ ୨୦
69 କେନ୍ଦୁଝର ଆନନ୍ଦପୁର ପୌରପାଳିକା ୩୯,୫୦୫ ୧୬
70 କେନ୍ଦୁଝର ବଡ଼ବିଲ ପୌରପାଳିକା ୬୬,୫୪୦ ୧୫
71 କେନ୍ଦୁଝର ଯୋଡ଼ା ପୌରପାଳିକା ୪୬,୬୩୧ ୧୪
72 କେନ୍ଦୁଝର କେନ୍ଦୁଝରଗଡ଼ ପୌରପାଳିକା ୬୦,୫୯୦ ୨୧
73 କେନ୍ଦୁଝର ଚମ୍ପୁଆ ବି.ଅ.ପ. (NAC) ୧୨,୫୭୮ ୧୩
74 ଖୋର୍ଦ୍ଧା ବାଲୁଗାଁ ବି.ଅ.ପ. (NAC) ୧୭,୬୪୫ ୧୧
75 ଖୋର୍ଦ୍ଧା ବାଣପୁର ବି.ଅ.ପ. (NAC) ୧୭,୨୭୦ ୧୫
76 ଖୋର୍ଦ୍ଧା ଭୁବନେଶ୍ୱର ମହାନଗର ନିଗମ ୮,୩୭,୭୩୭ ୬୭
77 ଖୋର୍ଦ୍ଧା ଜଟଣୀ ପୌରପାଳିକା ୫୫,୯୨୫ ୨୩
78 ଖୋର୍ଦ୍ଧା ଖୋର୍ଦ୍ଧା ପୌରପାଳିକା ୪୬,୭୦୦ ୨୨
79 କୋରାପୁଟ ଜୟପୁର ପୌରପାଳିକା ୮୪,୮୦୦ ୨୮
80 କୋରାପୁଟ କୋରାପୁଟ ପୌରପାଳିକା ୪୭,୪୬୮ ୨୧
81 କୋରାପୁଟ କୋଟପାଡ଼ ବି.ଅ.ପ. (NAC) ୧୬,୩୨୦ ୧୩
82 କୋରାପୁଟ ସୁନାବେଡ଼ା ପୌରପାଳିକା ୫୦,୩୯୪ ୨୫
83 ମାଲକାନଗିରି ବାଲିମେଳା ବି.ଅ.ପ. (NAC) ୧୧,୭୯୦ ୧୨
84 ମାଲକାନଗିରି ମାଲକାନଗିରି ପୌରପାଳିକା ୩୧,୦୦୭ ୧୯
85 ମୟୁରଭଞ୍ଜ ବାରିପଦା ପୌରପାଳିକା ୧,୦୯,୭୪୩ ୨୮
86 ମୟୁରଭଞ୍ଜ କରଞ୍ଜିଆ ବି.ଅ.ପ. (NAC) ୨୨,୮୬୫ ୧୫
87 ମୟୁରଭଞ୍ଜ ରାଇରଙ୍ଗପୁର ପୌରପାଳିକା ୨୫,୫୧୦ ୧୫
88 ମୟୁରଭଞ୍ଜ ଉଦଳା ବି.ଅ.ପ. (NAC) ୧୩,୧୫୨ ୧୨
89 ନବରଙ୍ଗପୁର ନବରଙ୍ଗପୁର ପୌରପାଳିକା ୨୯,୯୦୦ ୧୭
90 ନବରଙ୍ଗପୁର ଉମରକୋଟ ପୌରପାଳିକା ୨୭,୮୯୩ ୧୪
91 ନୟାଗଡ ଖଣ୍ଡପଡ଼ା ବି.ଅ.ପ. (NAC) ୯,୦୩୮ ୧୩
92 ନୟାଗଡ ଦଶପଲ୍ଲା ବି.ଅ.ପ. (NAC) ୧୫,୪୭୦ ୧୬
93 ନୟାଗଡ ରଣପୁର ବି.ଅ.ପ. (NAC) ୧୪,୩୦୯ ୧୫
94 ନୟାଗଡ ଓଡ଼ଗାଁ ବି.ଅ.ପ. (NAC) ୧୧,୯୪୧ ୧୫
95 ନୟାଗଡ ନୟାଗଡ଼ ପୌରପାଳିକା ୨୬୫୬୦ ୧୬
96 ନୂଆପଡା ଖରିଆର ବି.ଅ.ପ. (NAC) ୧୫,୦୮୭ ୧୩
97 ନୂଆପଡା ଖରିଆର ରୋଡ୍ ବି.ଅ.ପ. (NAC) ୧୮୯୬୭ ୧୯
98 ନୂଆପଡା ନୂଆପଡ଼ା ବି.ଅ.ପ. (NAC) ୧୬୨୦୮ ୧୪
99 ପୁରୀ କୋଣାର୍କ ବି.ଅ.ପ. (NAC) ୧୬୭୭୯ ୧୩
100 ପୁରୀ ନିମାପଡ଼ା ବି.ଅ.ପ. (NAC) ୧୯୨୮୯ ୧୧
101 ପୁରୀ ପିପିଲି ବି.ଅ.ପ. (NAC) ୧୭୬୨୩ ୧୬
102 ପୁରୀ ପୁରୀ ପୌରପାଳିକା ୨,୦୦,୫୬୪ ୩୨
103 ରାୟଗଡ ଗୁଡାରୀ ବି.ଅ.ପ. (NAC) ୬,୯୩୧ ୧୧
104 ରାୟଗଡ ଗୁଣୁପୁର ପୌରପାଳିକା ୨୮୮୭୦ ୧୯
105 ରାୟଗଡ ରାୟଗଡ଼ା ପୌରପାଳିକା ୭୧୨୦୮ ୨୪
106 ସମ୍ବଲପୁର କୁଚିଣ୍ଡା ବି.ଅ.ପ. (NAC) ୧୫୫୭୬ ୧୧
107 ସମ୍ବଲପୁର ରେଢ଼ାଖୋଲ ବି.ଅ.ପ. (NAC) ୧୫୩୭୯ ୧୩
108 ସମ୍ବଲପୁର ସମ୍ବଲପୁର ମହାନଗର ନିଗମ ୩୩୫୭୬୧ ୪୧
109 ସୁବର୍ଣ୍ଣପୁର ବିନିକା ବି.ଅ.ପ. (NAC) ୧୫୭୬୫ ୧୨
110 ସୁବର୍ଣ୍ଣପୁର ସୋନପୁର ପୌରପାଳିକା ୨୦୭୭୦ ୧୫
111 ସୁବର୍ଣ୍ଣପୁର ତରଭା ବି.ଅ.ପ. (NAC) ୮୩୩୪ ୧୨
112 ସୁନ୍ଦେରଗଡ ବୀରମିତ୍ରପୁର ପୌରପାଳିକା ୩୩୪୪୨ ୧୧
113 ସୁନ୍ଦେରଗଡ ରାଜଗାଙ୍ଗପୁର ପୌରପାଳିକା ୫୧୩୬୨ ୨୦
114 ସୁନ୍ଦେରଗଡ ରାଉରକେଲା ମହାନଗର ନିଗମ ୩୦୯୬୮୯ ୪୦
115 ସୁନ୍ଦେରଗଡ ସୁନ୍ଦରଗଡ଼ ପୌରପାଳିକା ୪୫୦୩୬ ୧୯
ବିଷୟ ପୌରାଞ୍ଚଳ ନିକାୟ ସଂସ୍ଥା ଜନସଂଖ୍ୟା ମୋଟ ୱାର୍ଡ ସଂଖ୍ୟା
ମୋଟ ୧୧୫ ୬୧,୦୦,୦୦୪ ୨୦୫୫